ନୂଆ RT-PCR କିଟ୍ ରେ ଜଣାପଡ଼ିବ ମଙ୍କିପକ୍ସ ଲକ୍ଷଣ ଚିହ୍ନଟ

0

ନୂଆଦିଲ୍ଲୀ : ଔଷଧ ସାମଗ୍ରୀ ନିର୍ମାତା କଂପାନୀ ଶୁକ୍ରବାର ଘୋଷଣା କରିଛି ଯେ, ମଙ୍କିପକ୍ସର ରିୟଲ ଟାଇମ ରିପୋର୍ଟ ଦେବା ପାଇଁ ଆରଟି-ପିସିଆର କିଟର ବ୍ୟବହାର ଦ୍ୱାରା ଜଣାପଡ଼ିବ। ରୋଗୀଙ୍କ ଠାରେ ଅର୍ଥୋପକ୍ସ ଭାଇରସ ଅର୍ଥାତ ମଙ୍କିପକ୍ସର ଲକ୍ଷଣ ଅଛି କି ନାହିଁ ଜଣାପଡ଼ିବ।

ଟ୍ରିଭିଟ୍ରାନ୍ ହେଲ୍‌ଥକେୟାର ପକ୍ଷରୁ ରିସର୍ଚ୍ଚ ଆଣ୍ଡ ଡଭଲପମେଣ୍ଟ ଟିମ ଏହି ଆରଟି-ପିସିଆର କିଟ ପ୍ରସ୍ତୁତ କରିଛନ୍ତି । ଏହି କଟି ୪ ପ୍ରକାରର ରଂଗରେ ନିର୍ମିତ ହୋଇଛି । କଂପାନୀ କହିବା ଅନୁସାରେ ସିଙ୍ଗଲ ଟ୍ୟୁବରେ ସ୍ୱାବ ଟେଷ୍ଟ ହୋଇପାରିବ । ଏହା ଦ୍ୱାରା ସହରେ ରୋଗ ଚିହ୍ନଟ କରାଯାଇପାରିବ ।

Leave a comment