ନୂଆ ବର୍ଷ ଘରକୁ ଆଣନ୍ତୁ ୫ଟି ଜିନିଷ, ରହିବନି କିଛି ବି ଅଭାବ
ଆପଣ ମାନଙ୍କୁ ଆମର ପୋର୍ଟଲ କୁ ସ୍ୱାଗତ କରୁଛୁ । ବନ୍ଧୁଗଣ ନୂଆ ବର୍ଷ ର ଆରମ୍ଭ ହେବାକୁ ଆଉ କେତୋଟା ବା ଦିନ ରହିଲା । ତେବେ ସେମିତି କ୍ଷେତ୍ର ରେ ଆମେ ମାନେ ନିଶ୍ଚିତ ଭାବେ ଏହି କଥା କୁ ଅଧିକ ଭାବେ ଧ୍ୟନ ଦେଇ ଥାନ୍ତି କି ଆମ ମାନଙ୍କ ସମୟ କେଉଁ ପରି ଭାବେ ବହୁତ ଭଲ ଭାବେ ବ୍ୟତିତ ହେବ । ତେବେ ବଦ୍ଧୁଗଣ ଆମେ ମାନେ ଆଜି ଆପଣ ମାନଙ୍କୁ ଏଠାରେ କହିବା ପାଇଁ ଚାହିଁବୁ । କି ନୂଆ ବର୍ଷ ଆରମ୍ଭ ହେବା ପୂର୍ବ ଘର କୁ କେଉଁ ଜିନିଷ ଆଶିଲେ ଆମର ଶୁଭ ହୋଇ ଥାଏ । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣିନେବା । ପ୍ରଥମେ ରହିଛି ଗଣେଶ ଙ୍କ ମୂର୍ତି । ଆପଣ ମାନେ ଜାଣିଛନ୍ତି ଭଗବାନ ଗଣେଶ ଙ୍କୁ ବିଘ୍ନ ହର୍ତା ମଧ୍ୟ କୁହା ଯାଏ । ତେବେ ସେମିତି ବେଳେ ଯଦି ଆପଣ ମାନେ ବର୍ଷ ର ଆରମ୍ଭ ସମୟ ରେ ଏହି ମୂର୍ତି କୁ ଆଣି ଘରେ ରଖୁଛନ୍ତି । ତେବେ ସେମିତି କ୍ଷେତ୍ର ରେ ଆପଣ ମାନଙ୍କ ସଂସାର ହସ ଖୁସି ରେ ଆଗକୁ ଯିବା ସହିତ ଆପଣ ମାନଙ୍କ କୈଣସି ଚିନ୍ତା ରହିବ ନାହିଁ । ସେହି ପରି ବେଳେ ଆପଣ ମାନେ ଯଦି ବର୍ଷ ର ଆରମ୍ଭ ପ୍ରଥମେ ନିଡ଼ିଆ କୁ ଭାଙ୍ଗି ଆରମ୍ଭ କରୁଛନ୍ତି । ତେବେ ସେମିତି କ୍ଷେତ୍ର ରେ ଏହା ଆପଣ ମାନଙ୍କ ଘର ପାଇଁ ବହୁତ ଶୁଭ ହୋଇ ଥାଏ । ଏହା ଦ୍ୱାରା ଆପଣ ମାନଙ୍କ ସଫଳତା ର ରାସ୍ତା ବି ଫିଟି ଜାଇ ଥାଏ । ସେହି ପରି ଭାବେ ଘରୁ ଆପଣଙ୍କର ସବୁ ନାକାରାତ୍ମକ ଉର୍ଜା ବାହାରି ଜାଇ ଥାଏ ।
ସେହି ପରି ଭାବେ ଆପଣ ମାନେ ଯଦି ବର୍ଷ ର ଆରମ୍ଭ ରେ ମୟୁର ପଙ୍ଖୁ ଙ୍କୁ ଘର କୁ ଆଣନ୍ତି । ତେବେ ସେହି ପରି ବେଳେ ଆପଣ ମାନଙ୍କ ବର୍ଷ ଟି ବହୁତ ଭଲ ଭାବେ ବିତି ଥାଏ । ଏବଂ ସାଧାରଣ ଭାବେ ମୂୟୁର ପଙ୍ଖୁ କୁ ଶୁଭ ଏବଂ ସୟଂ ବିଷ୍ଣୁ ଙ୍କ ଠାରେ ଦେଖିବା ପାଇଁ ମିଳେ ସେହିଥି ପାଇଁ ଘର ର ସବୁ ନାକାରାତ୍ମକ ଉର୍ଜା କୁ ବାହାର କରିବାରେ ଏହାର ସଫଳ ହୋଇ ଥାଏ । ସେହି ପରି ବନ୍ଧୁଗଣ ତିନି ନମ୍ବର ରେ ହେଲା ଚାନ୍ଦିର ଯେକୈଣସି ବସ୍ତୁ କୁ ଏହି ନୂଆ ବର୍ଷ ଦିନ ଘରକୁ ଆଣିଲେ ଏହା ଶୁଭ ହୋଇଥାଏ । ଚାନ୍ଦି କୁ ଶୁଭର ପ୍ରତିକ ବୋଲି ମନାଯାଏ । ଏହିଥି ପାଇଁ ନୂଆ ବର୍ଷ ଦିନ ଚାନ୍ଦୀର କୈଣସି ଜିନିଷ ନିଶ୍ଚିତ ଆଣନ୍ତୁ । ଚାରି ରେ ହେଲା ପଦ୍ମ ଫୁଲ ର ମଞୀ ପଦ୍ମ ଫୁଲ କୁ ମାଆ ଲକ୍ଷ୍ମୀ ବୋଲି ମନାଯାଏ । ଏହି ନୂଆ ବର୍ଷ ରେ ଘରକୁ ଆପଣ ମାନେ ପଦ୍ମ ଫୁଲ ର ମଞୀ 7 ଟି କିମ୍ବା 14 ଟି ଘରକୁ ଆଣନ୍ତି ତେବେ ଆପଣ ଙ୍କ ଘରେ ଧନ ଧାନ୍ୟ ବଢେ । ସେହି ପରି ଏହି ନୂଆ ବର୍ଷରେ ଘରେ ତୁଳସୀ ଗଛ ଲଗେଇବା ନିହାତି ଜରୁରୀ ଅଟେ ନାକାରାତ୍କ ଉର୍ଜା କୁ ଘରୁ ବାହାର କରିଥାଏ ।