ଦିଲ୍ଲୀରୁ ଧରାପଡ଼ିଲା ପାକିସ୍ତାନୀ ଆତଙ୍କବାଦୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ଆଜି ଚଢ଼ଉ କରି ଲକ୍ଷ୍ମୀନଗର ରମେଶ ପାର୍କ ଅଞ୍ଚଳରୁ ଜଣେ ଆତଙକବାଦୀକୁ ଗିରଫ କରିଛି। ଗିରଫ ହୋଇଥିବା ଆତଙ୍କବାଦୀ ଠାରୁ ଏକେ-୪୭, ଦୁଇଟି ପିସ୍ତଲ , ୬୦ ରାଉଣ୍ଡ ଗୁଳି ଓ ହ୍ୟାଣ୍ଡ ଗ୍ରେନେଡ୍ ଜବତ ହୋଇଛି। ଡକ୍ୟୁମେଣ୍ଟ ଜାଲିଆତି କରି ଦିଲ୍ଲୀରେ ରହି ଆସୁଥିଲା। ଗିରଫ ଆତଙ୍କାଦୀର ନାମ ମହମ୍ମଦ ଅସରଫ ଓ ତାର ଘର ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ବୋଲି ଜଣା ପଡିଛି। ଏହାସହ ଦିଲ୍ଲୀ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

Leave a comment