ଠାକୁରଙ୍କ ପୂଜା ଫୁଲକୁ ଏମିତି ସାଇତି ରଖନ୍ତୁ

0

ମନ୍ଦିରରେ ପୂଜାରୀ ଆମକୁ ଠାକୁରଙ୍କ ଚରଣରୁ ଫୁଲ କିମ୍ବା ଫୁଲ ମାଳ ଆଣି ଦେଇଥାନ୍ତି। ମନ୍ଦିରରୁ ଠାକୁରଙ୍କ ପାଖରୁ ପାଇଥିବା ଏହି ଫୁଲ କିମ୍ବା ମାଳକୁ ସାଧାରଣତଃ ଆମେ ଘରକୁ ନେଇ ଆସିଥାଉ। କିନ୍ତୁ କିଛି ଦିନ ପରେ ଏହି ଫୁଲ ଶୁଖି ଯିବା ପରେ ଲୋକେ ଭାବନ୍ତି ଏହି ଶୁଖିଲା ଫୁଲକୁ କଣ କରିବେ। ମନ୍ଦିରରୁ ମିଳିଥିବା ଏହି ଫୁଲକୁ ଭୁଲ ବ୍ୟବହାର କଲେ ବ୍ୟକ୍ତି ପାପର ଭାଗିଦାର ହୋଇଥାନ୍ତି ବୋଲି କୁହାଯାଏ। ତେବେ ଠାକୁରଙ୍କ ଚରଣରୁ ପାଇଥିବା ଏହି ଫୁଲକୁ କଣ କରିବା ଉଚିତ ଆଜି ଆମେ ଜଣାଇବୁ। Homeସ୍ପେଶାଲ

ଠାକୁରଙ୍କ ପୂଜା ଫୁଲକୁ ଏମିତି ସାଇତି ରଖନ୍ତୁ, ନଚେତ୍‌ ଲାଗିପାରେ ପାପ
ସ୍ପେଶାଲ
By WCW 1 On Sep 30, 2021 14
lord
ଆପଣ ଲକ୍ଷ୍ୟ କରିଥିବେ ଯେ ବେଳେ ବେଳେ ମନ୍ଦିରରେ ପୂଜାରୀ ଆମକୁ ଠାକୁରଙ୍କ ଚରଣରୁ ଫୁଲ କିମ୍ବା ଫୁଲ ମାଳ ଆଣି ଦେଇଥାନ୍ତି। ମନ୍ଦିରରୁ ଠାକୁରଙ୍କ ପାଖରୁ ପାଇଥିବା ଏହି ଫୁଲ କିମ୍ବା ମାଳକୁ ସାଧାରଣତଃ ଆମେ ଘରକୁ ନେଇ ଆସିଥାଉ। କିନ୍ତୁ କିଛି ଦିନ ପରେ ଏହି ଫୁଲ ଶୁଖି ଯିବା ପରେ ଲୋକେ ଭାବନ୍ତି ଏହି ଶୁଖିଲା ଫୁଲକୁ କଣ କରିବେ। ମନ୍ଦିରରୁ ମିଳିଥିବା ଏହି ଫୁଲକୁ ଭୁଲ ବ୍ୟବହାର କଲେ ବ୍ୟକ୍ତି ପାପର ଭାଗିଦାର ହୋଇଥାନ୍ତି ବୋଲି କୁହାଯାଏ। ତେବେ ଠାକୁରଙ୍କ ଚରଣରୁ ପାଇଥିବା ଏହି ଫୁଲକୁ କଣ କରିବା ଉଚିତ ଆଜି ଆମେ ଜଣାଇବୁ।

RELATED POSTS
ବାଃ କି ଚାକିରୀ, ପିଜ୍ଜା ଟେଷ୍ଟ କଲେ ମିଳିବ ୫ ଲକ୍ଷ ଟଙ୍କା ଦରମା

Sep 30, 2021
ଆପଣ ଜାଣନ୍ତି କି, ଆମେ ପ୍ରତିଦିନ ଏତେ ପରିମାଣର ପ୍ଲାଷ୍ଟିକ୍ ଖାଇଥାଉ!…

Sep 30, 2021
ସଡକ ଦୁର୍ଘଟଣାର ଶିକାର ହୋଇ ରାସ୍ତାରେ ଅଚେତ ହୋଇ ପଡ଼ିଥିଲେ ଛାତ୍ର,…

Sep 30, 2021
କେବଳ ଶ୍ରାଦ୍ଧ-ତର୍ପଣ ନୁହେଁ, ପିତୃଦୋଷରୁ ମୁକ୍ତି ପାଇଁ ଏସବୁ ଗଛ ବି…

Sep 30, 2021

ମନ୍ଦିରରୁ ଆଣିଥିବା ଫୁଲ ଶୁଖିଯିବା ପରେ ତାକୁ ଏକ କପଡ଼ାରେ ବାନ୍ଧି ଘରର ଆଲମିରା କିମ୍ବା ଟ୍ରେଜେରିରେ ରଖି ଦେବା ଉଚିତ। ଏହାଦ୍ୱାରା ଫୁଲର ସକାରାତ୍ମକ ଶକ୍ତି ଘରେ ହିଁ ରହିଥାଏ।

ବେଳେ ବେଳେ ଆମେ କୌଣସି ତୀର୍ଥ ସ୍ଥାନ କିମ୍ବା କୌଣସି ମନ୍ଦିର ଦର୍ଶନ ପାଇଁ ଯାଇଥାଉ ମନ୍ଦିର ପୂଜାରୀ ଭଗବାନଙ୍କ ଚରଣରୁ ଫୁଲ ଆଣି ଦେଇଥାନ୍ତି। ସେତେବେଳେ ଲୋକେ ଚିନ୍ତିତ ହୋଇ ପଡନ୍ତି ଯେ ଏହି ଫୁଲକୁ କଣ କରାଯିବ। ଘରେ ପହଞ୍ଚୁ ପହଞ୍ଚୁ ତ ଏହି ଫୁଲ ଶୁଖିଯିବା।ଏହିଭଳି ସ୍ଥିତିରେ ଏହି ଫୁଲକୁ ହାତରେ ରଖି ଶୁଙ୍ଘି ନେବା ଉଚିତ। ଶୁଙ୍ଘିବା ପରେ କୌଣସି ଗଛ ତଳେ କିମ୍ବା ନଦୀରେ ପ୍ରବାହିତ କରିଦେବା ଉଚିତ। ଶୁଙ୍ଘିବା ଦ୍ୱାରା ଫୁଲର ସକାରାତ୍ମକ ଶକ୍ତି ଶରୀରକ ଚାଲି ଆସିଥାଏ। ଏହାପରେ ଏହି ଫୁଲକୁ କୌଣସି ନଦୀରେ ପ୍ରବାହିତ କରିଦେବା ଉଚିତ।

Leave a comment