ଜାଣନ୍ତୁ ନିଜକୁ କେମିତି ହାର୍ଟ ଆଟାକ୍ ରୁ ରକ୍ଷା କରିବେ, ୫ ଟି ଉପାୟ, ଜଲଦି ଦେଖନ୍ତୁ

0

ପୂର୍ବ ହୃଦଘାତରୁ ରକ୍ଷା ପାଇଥିଲେ ଦ୍ଵିତୀୟ ଆଟାକ ଆସିବାକୁ ଦିଅନ୍ତୁ ନାହିଁ । ଆପଣାନ୍ତୁ କିଛି ଏଭଳି ଉପାୟ ଏବଂ ହୃଦଘାତରୁ ପାଆନ୍ତୁ ରକ୍ଷା । ପ୍ରଥମ ଥର ହୃଦଘାତରୁ ବର୍ତ୍ତିବା ନିଶ୍ଚିନ୍ତ ଭାବରେ ସୌଭାଗ୍ୟ ର ବିଷୟ ଅଟେ । କିନ୍ତୁ ବେଳେ ବେଳେ ଦ୍ଵିତୀୟ ହୃଦଘାତରୁ ଘାତକ ସାବ୍ୟସ୍ଥ ହୋଇଥାଏ । ଯଦି ଆପଣ ଥରୁଟିଏ ହୃଦଘାତରୁର ଶିକାର ହୋଇ ସାରିଛନ୍ତି, ତେବେ ଦ୍ଵିତୀୟ ଟି ଜେଭଳି ନ ଆସୁ ସେ ଦିଗରେ ଉଦ୍ୟମ କରନ୍ତୁ । ଆସନ୍ତୁ ଜାଣିବା କିଭଳି ଦ୍ଵିତୀୟ ହୃ-ଦ-ଘା-ତ ରୁ ଆପଣ ନିଜକୁ ରକ୍ଷା କରି ପାରିବେ ? ଏଥିପାଇଁ ଆପଣ ମାଙ୍କୁ ନିଜ ଜୀବନରେ କିଛି ପରିବର୍ତ୍ତନ ଆଣିବାକୁ ହେବ ।
୧;- ପ୍ରଥମରୁ ଆପଣଙ୍କୁ ଧୂମପାନ ତ୍ୟାଗ କରିବାକୁ ହେବ । ଏହା ଆପଣଙ୍କ ହୃଦପିଣ୍ଡ ତ ଶତ୍ରୁ ଅଟେ । ଏହା ହୃଦଘାତ ଆଶଙ୍କା କୁ ୭୦ ପ୍ରତିଶତ କମାଇବ । ଯଦି ଆପଣ ଧୂମପାନ କରୁ ନାହାଁନ୍ତି ତେବେ ଅନ୍ୟ ଜଣେ ଧୂମପାନ କରୁଥବା ସମୟରେ ଏହାଠାରୁ ଦୂରେଇ ରୁହନ୍ତୁ । କାରଣ ପରୋକ୍ଷ ରେ ମଧ୍ୟ ଧୂମପାନ ଆପଣଙ୍କ ପାଇଁ କ୍ଷ-ତି କାରକ ହୋଇଥାଏ ।
୨;- ସେହିଭଳି ଆପଣ ଖାଦ୍ୟପେୟ ରେ ମଧ୍ୟ ଧ୍ୟାନ ଦିଅନ୍ତୁ । ସୁସ୍ଥ ହୃତପିଣ୍ଡ ଲାଗି ସ୍ୱାସ୍ଥ୍ୟପ୍ରଦ ଏବଂ ସନ୍ତୁଳିତ ଆହାର ଜରୁରୀ । ଫଳ, ପନିପାରିବା, ଡାଲି ଏବଂ ମାଛ ନିୟମିତ ଖାଦ୍ୟରେ ସାମିଲ କରନ୍ତୁ ।

୩;- ଏହା ସହିତ ବ୍ୟାୟାମ ମଧ୍ୟ କରନ୍ତୁ । ହୃଦଘାତରୁ ଦୂରେଇ ରହିବା ଲାଗି ଦୈନିକ ଅତି କମରେ ୩୦ ମିନିଟ ବ୍ୟାୟାମ କରନ୍ତୁ । ଆପଣ ଏଥିରୁ ୨୦ ମିନିଟ ଜୋର୍ଦାର ବ୍ୟାୟାମ କରି ପାରନ୍ତି । ଏହା ଦ୍ଵାରା ଆପଣଙ୍କର ରକ୍ତ ସଂଚାଳନ ସଠିକ ହୋଇପାରିବ ।

୪;- ସେହିଭଳି ହୃଦଘାତକୁ ନା କହିବାକୁ ହେଲେ ଶରୀରକୁ କୋଲେଷ୍ଟ୍ରୋଲ ପରିମାଣ କମାଇବା ଜରୁରୀ । ଏଥିପାଇଁ ଚର୍ବି ସୃଷ୍ଟିକାରୀ ଖାଦ୍ୟ ରୁ ଯଥା ସମ୍ଭବ ଆପଣ ମାନେ ଦୂରେଇ ରୁହନ୍ତୁ । ଯଦି ଆପଣ ମ-ଦ୍ୟ-ପା-ନ କରୁଛନ୍ତି ତେବେ ଆପଣ ତ୍ୟାଗ କରନ୍ତୁ । ଏବଂ ଶାରୀରିକ ଭାବରେ ସକ୍ରିୟ ରୁହନ୍ତୁ । ସେହିଭଳି ଓଜନ ବୃଦ୍ଧି ମଧ୍ୟ ହୃ-ଦ-ଘା-ତ ର କାରଣ ହୋଇପାରେ । ଏଣୁ ମେଦ ବୃଦ୍ଧି ହେଲେ ଡାକ୍ତର ଙ୍କ ପରାମର୍ଶ କରନ୍ତୁ ।

୫;- ଦ୍ଵିତୀୟ ହୃଦଘାତ ରୁ ଦୂରେଇ ରହିବା ଲାଗି ଓଜନ କମ କରିବା ଏକାନ୍ତ ଆବଶ୍ୟକ । ଏଥିଲାଗି ଡାକ୍ତର ଙ୍କ କହିବା ଅନୁଯାୟୀ ଓଜନ କୁ ଆପଣଙ୍କୁ ନି-ୟ-ନ୍ତ୍ର-ଣ ରଖିବାକୁ ପଡିବ । ନୀତିଦିନିଆ ଜୀବନ ଶୈଳୀ ରେ ଆମ୍ଭେ ଏଭଳି କିଛି କାର୍ଯ୍ୟ କରିଥାଉ ଯେଉଁଥିପାଇଁ କି ଆମ୍ଭ ଶରୀରକୁ ବହୁତ କ୍ଷତି ପହଞ୍ଚିଥାଏ ।

ଆପଣ ମାନେ ଭଲ ଭାବରେ ଜାଣିଥିବେ ଯେ ଆଜିକାଲି ବହୁତ ବଡ ବଡ ସେଲିବ୍ରେଟି ମାନେ ମଧ୍ୟ ହୃଦଘାତରେ ଜୀବନ ହରାଉଛନ୍ତି । ଏଣୁ ଆପଣ ମାନେ ସାବଧାନ ରୁହନ୍ତୁ । ତେବେ ବନ୍ଧୁଗଣ , ଆଶା କରୁଛି ଏହା ଆପଣଙ୍କୁ ନିଶ୍ଚିତ ଭାବରେ ପସନ୍ଦ ଆସିଥିବ ।

Leave a comment