ଗରିବ ହେବାର ମୁଖ୍ୟ କାରଣ ହେଉଛି ଏହି ୩ଟି ଭୁଲ୍

ବନ୍ଧୁଗଣ ଘରେ ହେଉଥିବା ଛୋଟ ଛୋଟ ଘଟଣାରେ କେତେ ସଂକେତ ଲୁଚି ରହିଥାଏ। ଏହି ସଂକେତକୁ ଯଦି ବୁଝି ନିଆଯାଏ ତ ଜାଣିପାରିବା ଯେ ଭବିଷ୍ୟତରେ ଆସିବାକୁ ଥିବା ସମୟ କେମିତି ରହିବ ଏବଂ ସମସ୍ୟାରୁ ମଧ୍ୟ ବଞ୍ଚି ପାରିବା। ଜ୍ୟୋତିଷ ଅନୁସାରେ ଯେବେ ଦରିଦ୍ରତା ବଢ଼ିବାର ସମ୍ଭାବନା ହୋଇଥାଏ ତ ଘରେ ଛୋଟ ଛୋଟ ସଂକେତ ଇଶାରା କରିଥାଏ। ଆଜି ଏହି ପୋଷ୍ଟରେ ଆମେ ଆପଣଙ୍କୁ ଜଣେଇବୁ କି ଗରିବୀ ଆସିବାର କଣ କଣ ସଂକେତ ମିଳିଥାଏ। ଯଦି ଘରେ କିଛି ବି ସମସ୍ୟା ଆସିବାକୁ ଥାଏ ତ ତାହାର ପ୍ରଭାବ ସବୁଠାରୁ ପ୍ରଥମେ ଘରେ ଥିବା ତୁଳସୀ ଗଛ ଉପରେ ପଡିଥାଏ। ତୁଳସୀ ଗଛ ବିଲକୁଲ ଶୁଖି ଯାଇଥାଏ ଯାହା ଦ୍ୱାରା ଘରକୁ ଦରିଦ୍ରତା ଏବଂ ସମସ୍ୟା ଆସିବାର ସଂକେତ ମିଳିଥାଏ। ଯଦି ଘରେ ଲାଗିଥିବା ବୃକ୍ଷଲତାର ପତ୍ର ଶୁଖିଯାଏ ତ ତାକୁ ତୁରନ୍ତ କାଟି ଦିଅନ୍ତୁ। ଘରେ ଥିବା ବୃକ୍ଷ ଲତା ସବୁବେଳେ ହରାଭରା ରହିବା ଦରକାର। ଘରେ ବୃକ୍ଷଲତାର ପତ୍ର ନଶୁଖିବା ଉଚିତ। ଏହା ଦ୍ବାରା ବୁଧ ଗ୍ରହ ଖରାପ ରହିଥାଏ। ଯାହା ଦ୍ୱାରା ଘରେ କରଜ ବଢିଥାଏ। ବୃକ୍ଷଲତାକୁ ସବୁଦିନ ପାଣି ଦିଅନ୍ତୁ। ଯତ୍ନ ନିଅନ୍ତୁ କିନ୍ତୁ ଶୁଖିବାକୁ ଦିଅନ୍ତୁ ନାହିଁ। ଘରେ ଝାଡୁ ଲକ୍ଷ୍ମୀଙ୍କ ପ୍ରତୀକ ହୋଇଥାଏ। କାହିଁକିନା ଝାଡୁ ଦରିଦ୍ରତାକୁ ଘରୁ ବାହାର କରିଦେଇଥାଏ। ଏହା ଦ୍ବାରା ଘରେ ସୁଖ ସମୃଦ୍ଧି ଏବଂ ଧନ ଦୌଲତ ଆସିଥାଏ। ଝାଡୁ ଉପରେ ଗୋଡ଼ ରଖିବା କିମ୍ବା ଗୋଡ଼ ନବଜାଇବା ଉଚିତ। ଏହା ଦ୍ବାରା ମା ଲକ୍ଷ୍ମୀଙ୍କର ଅପମାନ ହୋଇଥାଏ। ଘରେ ଯଦି କୌଣସି ଛୋଟ ପିଲା ଅଚାନକ ଘରେ ଝାଡୁ ଲଗାଇବାକୁ ଲାଗେ ତ ତାହାକୁ ଘରକୁ କୌଣସି ଅତିଥି ଆସିବାର ସଂକେତ ମାନାଯାଏ।
ସୁର୍ଯ୍ୟ ଅସ୍ତ ପରେ କେବେବି ଘର ଭିତରେ ଝାଡୁ ଲଗାଇବା ଉଚିତ ନୁହେଁ। କାହିଁକିନା ଏହା ଘରକୁ ଦୁର୍ଭାଗ୍ୟ ଆସିବାର ସଂକେତ ଦେଇଥାଏ। ଝାଡୁକୁ କେବେବି ଠିଆ କରିକି ରଖନ୍ତୁ ନାହିଁ। ଝାଡୁକୁ ସବୁବେଳେ ଶୁଆଇକି ରଖିବା ଉଚିତ। ଝାଡୁକୁ ଠିଆ କରିକି ରଖିବା ଦ୍ୱାରା ଘରେ ସବୁବେଳେ କଳହ ବଢିଥାଏ। ଏବଂ ଘରେ ଦରିଦ୍ରତା ଏବଂ ଗରିବିର ବାସ ହୋଇଥାଏ। ଅନ୍ଧାର ହେବା ପରେ ଝାଡୁ ଲଗାନ୍ତୁ ନାହିଁ। ଏହା ଦ୍ବାରା ମା ଲକ୍ଷ୍ମୀ ରାଗି ଯାଇଥାନ୍ତି। ଘରର କୌଣସି ସଦସ୍ୟ ଯଦି ବାହାରକୁ ଯାଉଛନ୍ତି ତ ସେ ଯିବା ପରେ ଘରେ ସଙ୍ଗେ ସଙ୍ଗେ ଝାଡୁ ଲଗାନ୍ତୁ ନାହିଁ। କିଛି ସମୟ ଛାଡିକି ଝାଡୁ ଲଗାଇପାରିବେ ତାହାବି ଭଗବାନଙ୍କୁ ପ୍ରାର୍ଥନା କରିବା ପରେ।
ଝାଡୁକୁ ଆପଣ ଲୁଚାଇ ରଖିବା ଉଚିତ। କାହାର ନଜର ଝାଡୁ ଉପରେ ନପଡିବା ଉଚିତ। ଯେଉଁ ପ୍ରକାରରେ ଧନକୁ ଲୁଚାଇ ରଖାଯାଏ ସେହିପରି ଝାଡୁକୁ ବି ଲୁଚାଇ ରଖିବା ଉଚିତ। ବାସ୍ତୁଶାସ୍ତ୍ର ଅନୁସାରେ ଯଦି ଝାଡୁକୁ ରଖିବା ପାଇଁ କୌଣସି ପ୍ରମୁଖ ସ୍ଥାନ ରଖାନଯାଏ ତ ସେମାନଙ୍କ ଘରେ ଆର୍ଥିକ ସମସ୍ୟା ଦେଖାଦେଇଥାଏ। ଏହା ଦ୍ବାରା ଖର୍ଚ୍ଚ ମଧ୍ୟ ବଢିଥାଏ। ଗାଈ କିମ୍ବା ଅନ୍ୟ କୌଣସି ଜୀବ ଜନ୍ତୁଙ୍କୁ ଝାଡୁରେ ମାରିବା ଅନୁଚିତ। ଏହା ଦ୍ବାରା ମା ଲକ୍ଷ୍ମୀ ଆପଣଙ୍କର ଘରୁ ରୁଷ୍ଠ ହୋଇକରି ଚାଲିଯାଇଥାନ୍ତି। ଯେଉଁ ଘରେ କ୍ଷୀର ଉତୁରି ତଳେ ପଡ଼ିଥାଏ ସେହି ଘରେ ଖରାପ ସମୟ ଆସେ। ଆଉ ଅଚାନକ ଖର୍ଚ୍ଚ ବଢେ।ଘର ଲୋକ ବିମାରୀରେ ପଡ଼ିଥାନ୍ତି। ହଁ ବନ୍ଧୁଗଣ କ୍ଷୀର ଉତୁରି ତଳେ ପଡିବା ଶୁଭ ହୋଇଥାଏ କିନ୍ତୁ ପ୍ରତିଦିନ କ୍ଷୀର ଉତୁରି ତଳେ ପଡିବା ଅଶୁଭ ସଂକେତ ଦେଇଥାଏ। ଯଦି ଘରେ କ୍ଷୀର ଉତୁରି ତଳେ ପଡିଥାଏ ତାହେଲେ ଘରେ ଅନେକ ପ୍ରକାରର ଅସୁବିଧାର ସାମ୍ନା କରିବାକୁ ପଡିଥାଏ। ତା ସହିତ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ।
ଯଦି ଏମିତି କରିବେ ନାହିଁ ତ ସମସ୍ୟା କେବେବି ପିଛା ଛାଡିବ ନାହିଁ।
ଯଦି ଜଣା ଅଜଣାରେ ଝିଟିପିଟି ଆପଣଙ୍କ ଶରୀରର ଅଙ୍ଗ ଉପରେ ପଡ଼ିଯାଏ ତ ଏହାବି ଆଗକୁ ଆସିବାକୁ ଥିବା ସମୟର ସୂଚନା ଦେଇଥାଏ। ଯେମିତି ଝିଟିପିଟି ଆପଣଙ୍କର ମଥା ଉପରେ ପଡେ ତ ଏହା ଆପଣଙ୍କ ପାଇଁ ଖୁସିର ସଂକେତ ହୋଇଥାଏ ଏବଂ ଜଲଦି ହିଁ ଆପଣଙ୍କୁ ଧନ ଲାଭ ହେବାର ଅଛି। କିନ୍ତୁ ଝିଟିପିଟି ଯଦି ମୁଣ୍ଡ ଉପରେ କିମ୍ବା ବାଳ ଉପରେ ପଡିଥାଏ ତ ଆପଣ ସତର୍କ ହୋଇଯାନ୍ତୁ କାରଣ ଏମିତି ହେଲେ ଜୀବନରେ ବହୁତ ବଡ଼ ସମସ୍ୟା ଆସିବାକୁ ଯାଉଅଛି