ଗଙ୍ଗା ପରି ପବିତ୍ର ହୋଇଥାନ୍ତି ଏହି ୨ ଟି ନାମର ଝିଅ

0

ଯୁଗର ପରିବର୍ତ୍ତନ ହୋଇବା ସହ ମଣିଷ ମଧ୍ୟ ବଦଲୁଛି । ଆଗ କାଳରେ ଲୋକ ମାନଙ୍କ ପାଇଁ ସମ୍ପର୍କ ନିଜଠୁ ଅଧିକ ଗୁରୁତ୍ଵ ପୂର୍ଣ୍ଣ ଥିଲା ଏବେ ସମୟ ବଦଳିବା  ସହ ସମ୍ପର୍କର ମାନେ ବି ବଦଳୁଛି । ତେବେ ଆଜି ପ୍ରାୟ ଆଧିକ ଜାଗାରେ ନିଜ ପସନ୍ଦର ଜିନିଷ ଲୋକମାନେ ବ୍ୟବହାର କରୁଛନ୍ତି କାରଣ ସେମାନଙ୍କୁ ଲାଗୁଛି ଅନ୍ୟ କାହାର ପସନ୍ଦର କିଛି କଲେ ସେମାନଙ୍କ ନିଜର ଓଜନ ରହିବନି । ଆଗରୁ ଲୋକମାନେ ନିଜର ପସନ୍ଦର ଝିଅ କି ପୁଅ କେହି ଥିଲେ ବି ନିଜ ପରିବାରର ପସନ୍ଦର ଲୋକଙ୍କ ସହ ବିବାହ କରୁଥିଲେ । ମାତ୍ର ଆଜିକା ଜୀବନରେ ନିଜ ଜୀବନ ସାଥି ନିଜେ ବାଛିବାକୁ ଲୋକ ପସନ୍ଦ କରୁଛନ୍ତି । କିଛି ଲୋକ ମାନେ ଅଧିକ ସମୟରେ ଧୋକା ପାଇ ନିଜକୁ ଏହି ସବୁରୁ ଦୂରେଇ ରଖନ୍ତି । ଆପଣ ମାନଙ୍କୁ କହି ରଖିବିକି ଆଜି ଆମେ ଆପଣଙ୍କୁ ଏମିତି ଦୁଇଟି ନାମ ଧାଡ଼ି ଝିଅଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ଗଙ୍ଗା ପରି ପବିତ୍ର । କିଛି  ଦିନ ତଳେ ହୋଇଥିବା ଏକ ରିସର୍ଚରୁ ଜଣା ପଡିଛି କି ଭଲ ପାଉଥିବା ବ୍ୟକ୍ତି ମାନଙ୍କ ମଧ୍ୟରେ ଧୋକା ଖାଉଥିବା ବ୍ୟକ୍ତିଙ୍କ ସଂଖ୍ୟା ଅଧିକ ଅଟେ । ଏହା ଦ୍ଵାରା ମଣିଷ ଅଧିକ ବିମୁଖଗାମୀ ଓ କୁକର୍ମରେ ଲିପ୍ତ ରହେ । ତେବେ ସଭିଙ୍କୁ ଲୋକ ଚିହ୍ନିବା ଜଣା ନାଇଁ ସେମାନେ କେବଳ ରୂପ ରଙ୍ଗ ଦେଖି ଭଲ ପାନ୍ତି । କିଛି ନାରୀ ମାନେ ପଇସା ପାଇଁ ଅନେକ ସମ୍ପର୍କ ଭାଙ୍ଗିଦେଇଥାନ୍ତି।

ସେମାନେ ଏହା ଚିନ୍ତା କରନ୍ତିନି କି ପରିବାର ଓ ଭଲ ପାଇବା କେତେ ମହତ୍ଵ ପୂର୍ଣ ଆମ ଜୀବନରେ ତେବେ ଆସନ୍ତୁ ଜାଣିବା କେଉଁ ନାମର ଝିଅ ମାନେ ଆପଣଙ୍କୁ ଧୋକା ଦେବେ ନାଇଁ । ପ୍ରଥମ ଅକ୍ଷର ହେଉଛି “ସ” । ଏହି ଅକ୍ଷରରେ ଆରମ୍ଭ ହେଉଥିବା ନାମର ଝିଅ ମାନେ କେବେବି କାହାକୁ ଦୋକା ଦିଅନ୍ତି ନାଇଁ କାରଣ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଏହି ନାମ  ଧାରି ଝିଅ ମାନେ ମନରୁ ଅଧିକ କୋମଳ , ସାନ୍ତ ସ୍ଵଭାବ ର ଅଟନ୍ତି ଏମାନେ ଥରେ ଯାହାକୁ ନିଜର ଜୀବନ ସାଥି ବୋଲି ଭାବନ୍ତି ତାଙ୍କ ସହ ସାରା ଜୀବନ ବିତେଇ ଦିଅନ୍ତି ।
ତେବେ ଯଦି ଆପଣ କାହାକୁ ପସନ୍ଦ କରୁଛନ୍ତି କିମ୍ବା କାହାକୁ ନିଜର ମନ କଥା କହିବାକୁ ଯାଉଛନ୍ତି ଯଦି ସେମାନଙ୍କ ନାମ ଏହି ଅକ୍ଷରରେ ଆରମ୍ଭ ହୁଏ ତେବେ ଆପଣ ନିଚିନ୍ତ ରୁହନ୍ତୁ ଆପଣଙ୍କ ଜୀବନ ସାଥି ଭଲ ହୋଇଥିବେ । ଆଉ ଏକ ଅକ୍ଷର ହେଉଛି “ର” ଏହି ଅକ୍ଷରର ଝିଅ ମାନେ ସ୍ଥିରଚିତ ବୁଦ୍ଧିମତୀ ଓ ସୁନ୍ଦରୀ ହୋଇ ଥାନ୍ତି । ଏମାନେ ନିଜର ସୁନ୍ଦରତା ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରୁହନ୍ତି ।

ଏମାନେ କେବେବି ଆପଣଙ୍କୁ ଧୋକା ଦେବେନି । ଏମାନେ ନିଜେ ଖୁବ ସଚୋଟ ଅଟନ୍ତି । ତେବେ ବନ୍ଧୁଗଣ ଯଦି ଆପଣଙ୍କୁ ଆମର ଏହି ଉପସ୍ଥାପନା ଭଲ ଲାଗି ଥାଏ ତେବେ ଗୋଟେ ଲାଇକ କରନ୍ତୁ ।

Leave a comment