ଖରାରେ କଳା ପଡ଼ିଯାଇଥିବା ଶରୀରର ଅଙ୍ଗକୁ କିପରି କରିବେ ଗୋରା
ବର୍ତମାନ ସମୟରେ ପରିବେଶ ପ୍ରଦୂଷଣ ଅତ୍ୟଧିକ ବଢିବା ରେ ଲାଗିଛି। ଧୂଳି ଯୋଗୁ ବାହାରେ ଏଣେତେଣେ ବୁଲିବା ଦ୍ୱାରା ଆପଣ ଙ୍କ ର ଶରୀର କଳା ପଡିଥାଏ ଏବଂ ଆପଣ ଙ୍କ ର ତ୍ୱଚା ର ଚମକ ହଜିଯାଇଥାଏ ।
ଆଜିକାଲି ପ୍ରତୋକ ବ୍ୟକ୍ତି ଗୋରା ହେବାକୁ ଚାହିଁଥାନ୍ତି । ଏହି ଗୋରା ହେବାକୁ ସେମାନେ ଅନେକ ଉପାୟ ବି ଆପଣେଇଥାନ୍ତି । ଆଜି ଆମେ ଏପରି ଏକ ଘରୋଇ ଉପଚାର ସମ୍ପର୍କ ରେ କହିବାକୁ ଯାଉଛୁ ଯାହା ଆପଣ ଙ୍କ ର କଳା ଶରୀର କୁ ଗୋରା କରିବ ।
ଆବଶ୍ୟକ ସାମଗ୍ରୀ
ଏହି ଘରୋଇ ଉପଚାର ପାଁଇ ଏକ ଚାମଚ ଚିନି , ଏକ ଚାମଚ ଏଲବିରା ଜେଲ , ଏକ ଲେମ୍ବୁ ଦୁଇ ଚାମଚ ଦହି ଏକ ଚାମଚ କ୍ଷୀର ଏକ ଚାମଚ ମହୁ ଆଦି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ । ଏବଂ ଏହା କୁ ଶରୀର ଯେଉଁ ଜାଗା କଳାପଡ଼ିଯାଇଛି ସେଠାରେ ଲଗାନ୍ତୁ ।
କ୍ଷୀରରେ ରହିଛି ଫ୍ୟାତିକ ଏସିଡ ଯାହା କି ତ୍ୱଚା କୁ ପୋଷଣ ପ୍ରଦାନ କରିଥାଏ ଏହା ଦ୍ୱାରା ତ୍ୱଚା ଗୋରା ହେଇଥାଏ ।
ଚିନି ଓ ଏଲବିରା ର ଏହି ମିଶ୍ରଣ କୁ ଲେମ୍ବୁ ସହାୟତା ରେ ନିଜ ଶରୀର ରେ ଲଗାନ୍ତୁ । ଏହା ଶୁଖିଯିବା ପରେ ଆପଣ ଥଣ୍ଡା ପାଣି ରେ ଶରୀର କୁ ଧୋଇ ଦିଅନ୍ତୁ । ଦେଖିବେ ଆପଣ ନିଜ ତ୍ୱଚା ର ଚମକ ଫେରିପାଇବେ ।