ଏହି ଗୋଟିଏ ଭୂଲ କରିବା ଦ୍ୱାରା ଆପଣଙ୍କ ଘର ଛାଡ଼ି ଚାଲିଯାଅନ୍ତି ମା ଲକ୍ଷ୍ମୀ, ମାଡିଆସେ ଦାରିଦ୍ର୍ୟ

0

ଆମ ପୌରାଣିକ ନିୟମ ଅନୁଯାୟୀ ଲଷ୍ମୀ ଏବଂ ଅଲକ୍ଷ୍ମୀ ଦୁଇ ଭଉଣୀ ଅଟନ୍ତି l ଲକ୍ଷ୍ମୀ ଯୋଉଠି ବାସ କରନ୍ତି ସେଠି ସ୍ୱର୍ଗ ର ବାସ ହୋଇଥାଏ ମାତ୍ର ଅଲକ୍ଷ୍ମୀ ଯେଉଁଠି ବାସ କରନ୍ତି ବିନାଶ ମାଡି ଆସେ l ହେଉଥିବା କାର୍ଯ୍ୟ ମଧ୍ୟ ଅଟକି ଯାଏ ତ ସେଇ ବିଷୟରେ ଆଜି ଜାଣିବା ଆମର କେଉଁ କେଉଁ ଭୁଲ ଉପରେ ମହା ଲକ୍ଷ୍ମୀ କ୍ରୋଧିତ ହୋଇଥାନ୍ତି ଏବଂ କେଉଁ କାରଣ ରୁ ଅଲକ୍ଷ୍ମୀ ବାସ କରିଥାନ୍ତି l ଏହା ମାତ୍ର ସାମାନ୍ୟ ତ୍ରୁଟି ପାଇଁ ହୋଇଥାଏ ଯୋଉଟା କି ଆମେ ଅଜ୍ଞାନ ରେ କରିଥାଉ ମାତ୍ର ତାହା ପାଇଁ ଆମକୁ ବହୁତ ବଡ ବଡ କ୍ଷତି ସହିବାକୁ ପଡିଥାଏ l ତେବେ ଆସନ୍ତୁ ଜାଣିବା

ରୋଷେଇ ଘରେ ଆମେ ପାଦରେ ପିନ୍ଧୁଥିବା ଚପଲ ବା ଜୋତା ପିନ୍ଧି ପ୍ରବେଶ କଲେ ଅର୍ଣ୍ଣଦାତା ଙ୍କର ଅପମାନ ହୋଇଥାଏ l ଆମେ ଯଦି ଜୋତା ପିନ୍ଧି ଧନ ରଖିଥିବା ସ୍ଥାନ ରେ ପ୍ରବେଶ କରିଥାଉ ତେବେ ମହା ଲଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତିl ନାରୀ ବା ପରୁଷ ନିଜ ଗଳା କେଭେ ବି ଖାଲି କରିବା ଉଚିତ ନୁହେଁ l ଏହା ଅଶୁଭତ୍ୱ କୁ ବଢ଼ାଇ ଥାଏ l ଘର ଓଳାଇ ସାରିବା ପରେ କେଭେ ବି ୨ ଗୋଟି ଝାଡୁ କୁ ଏକାଠି ରଖିବାକୁ ଦେବେନି
ଏଥିରେ କଳହ ବୃଦ୍ଧି ପାଏ ଏବଂ ଅଲକ୍ଷ୍ମୀ ଦେବୀ ଙ୍କର ବାସ ହୁଏ l

ଘରେ ଶନି ମହା ପ୍ରଭୁ ଙ୍କ ମୂର୍ତ୍ତି କେଭେ ହେଲେ ରଖିବା ଉଚିତ ନୁହେଁ ଆଉ ଯେତେବେଳେ ଶନି ମନ୍ଦିର ଯାଉଛନ୍ତି ସିଧା ଦର୍ଶନ ନ କରି କଡେଇ ହେଇ ଦର୍ଶନ କରନ୍ତୁ ଶୁଭ ଫଳ ମିଳିବା ସହ ଶନି ଙ୍କର କୋପ ଦୃଷ୍ଟି ରୁ ବଞ୍ଚିତ ହେବେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ ।ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ।

Leave a comment