ଏକାଦଶୀ ରାତିରେ ଚାଉଳରେ କରନ୍ତୁ ଉପାୟ, ମିଳିବ ପ୍ରଚୁର ଟଙ୍କା

0

ଆପଣ ମାନଙ୍କୁ ଆମର ପୋର୍ଟଲ କୁୂ ସ୍ୱାଗତ କରୁଛୁ। ବନ୍ଧୁଗଣ ଏକାଦଶୀ ଦିନକୁ ଭଗବାନ ଶ୍ରୀକୃଷ୍ଣ ଙ୍କୁ ସମର୍ପିତ ହୋଇଥାଏ । ମାନ୍ୟତା ରହିଛି କି ଏକାଦଶୀ ବ୍ରତ୍ତ ପାଳନ କରିବା ଦ୍ୱାରା ଜନ୍ମ ଜନ୍ମାନ୍ତର ପାପ କ୍ଷେୟ ହୋଇଥାଏ । ଏବଂ ବ୍ୟକ୍ତି ବାରମ୍ବାର ଜିବନ ମରଣ ର ବନ୍ଧନରୁ ମୁକ୍ତି ପାଇଥାଏ । ସବୁ ଏକାଦଶୀ ବ୍ରତ୍ତର ଅଲଗା ଅଲଗା ମହତ୍ୱ ରହିଥାଏ । ତେବେ ମାର୍ଗଶୀର ମାସର କୃଷ୍ଣ ପକ୍ଷର ଏକାଦୋଶୀ କୁ ଉତ୍ପନ୍ନା ଏକାଦଶୀ ବୋଲି କୁହାଯାଏ । ତେବେ ଏହି ଏକାଦଶୀ 30 ନଭେମ୍ବର କୁ ପାଳନ ହୋଇଥାଏ । କୁହାଯାଏ ଏହି ଦିନରେ ଏକାଦଶୀ ମାତାଙ୍କର ଜନ୍ମ ହୋଇଥିଲା । ଏକାଦଶୀ ମାତା ଙ୍କୁ ସୃଷ୍ଟିର ପାଳନ କର୍ତ୍ତା ଭଗବାନ ବିଷ୍ଣୁ ଙ୍କର ଗୋଟିଏ ଶକ୍ତି ମନାଯାଏ । ଏକାଦଶୀ ଏହି ଦିନ ରେ ମାତା ଲକ୍ଷ୍ମୀ ଏବଂ ବିଷ୍ଣୁଂ ଭଗବାନ ଙ୍କ ପୂଜା କରିଲେ ବହୁତ ପରିମାଣ ରେ ଆଷିଶ ମିଳେ , ସେମିତି ରେ ଆମେ ଆଜି ଆପଣ ମାନଙ୍କୁ କିଛି ଉପାୟ ବିଷୟରେ କହିବା ପାଇଁ ଚାହିଁବୁ ଜାହାକୁ କରିବା ଦ୍ୱାରା ଆପଣ ମାନଙ୍କୁ ଧନୀ ହେବାରୁ କେହି ବି ରୋକି ପାରିବେ ନାହିଁ ଜାହାକୁ କେବଳ ଆପଣ ମାନଙ୍କୁ ଏକାଦୋଶୀ ଦିନ ରାତି ରେ ହିଁ ପ୍ରୋୟୋଗ କରିବା ପାଇଁ ପଡିବ ।
ତେବେ ଆସନ୍ତୁ ଜାଣି ନେବା ଦେଖନ୍ତୁ ବନ୍ଧୁଗଣ ଏହି ଏକାଦୋଶୀ ଦିନ ରେ ଚାଉଳ ର ସେବନ କରିବା ଉଚିତ୍ ହୋଇ ନ ଥାଏ । ଏହି ଏକାଦୋଶୀ ଦିନ ରେ କେବେ ବି ଚାଉଳ ରାନ୍ଧି ଖିଆ ଯାଏ ନାହିଁ , ସେମିତି ରେ ଆମେ ଯେଉଁ ଉପାୟ ବିଷୟ ରେ ଏଠାରେ କହୁଛୁ ସେହି ଥିରେ ଆପଣ ମାନଙ୍କୁ କଣ କରିବା ପାଇଁ ପଡିବ ନା ଆପଣ ମାନେ ଏକ ଚାନ୍ଧି ର କୟେନ୍ ଟେ ଆଣନ୍ତୁ ପରେ ସେହି ଚାନ୍ଧି ର କୟେନ୍ କୁ ଆପଣ ମାନେ ଭଲ ଭାବେ ଗଙ୍ଗା ଜଳ ରେ ଧୋଇ ରଖନ୍ତୁ।
ଏବଂ ସେହି ଥିରେ ଆପଣ ମାନେ ହଳଦୀ, ଚନ୍ଦନ ଏବଂ ସିନ୍ଦୁର ଲଗେଇ କରି ମାତା ଲକ୍ଷ୍ମୀ ଙ୍କ ସାମ୍ନା ରେ କୈଣସି ଏକ ପାତ୍ର ରେ ରଖି ଦେବେ ଏଭଂ ପରେ ସଂମ୍ପର୍ଣ୍ଣ ପୂଜା ବିଧି ର ସହିତ ଆପଣ ମାନେ ମାଆ ଙ୍କର ପୂଜା କରିବେ ପରେ ଆପଣ ମାନଙ୍କ ଘରେ ରହି ଥିବା ଯେଉଁଠୀ ଚାଉଳ କ ଡବା ବା ବସ୍ତା ରହିଛି ସେହିଠାରେ ଆପଣ ମାନେ ଏହି କୟେନ୍ କୁ ସେହି ବସ୍ତା ବା ଡବା ମଧ୍ୟ ରେ ରଖିବା ପାଇଁ ପଡିବ । ପରେ ଆପଣ ମାନେ ନିଶ୍ଚିତ ଭାବେ ଦେଖିବା ପାଇଁ ପାଇବେ କି ଏହି ଏକାଦୋଶୀ ଠାରୁ ଆପଣ ମାନଙ୍କ ଘରେ କଣ ସବୁ ପରିବର୍ତନ ଦେଖିବା ପାଇଁ ମିଳୁଛି ।

Leave a comment