ଆସନ୍ତା ବର୍ଷ ୨୬ ଦିନ ସରକାରୀ ଛୁଟି, ପଢନ୍ତୁ
Holiday 2025: ନୂଆବର୍ଷ ୨୦୨୫ ଆସିବା ପୂର୍ବରୁ ସରକାରୀ ସ୍ତରରୁ ବର୍ଷଯାକର ଛୁଟି ତାଲିକା ପ୍ରକାଶ ପାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଜାରୀ କରାଯାଇଥିବା ଛୁଟି ତାଲିକାରେ କେଉଁ ଦିନ ଗୁଡିକୁ ଛୁଟି ଘୋଷଣା କରାଯାଇଛି ଆସନ୍ତୁ ଜାଣିବା ।
ସର୍ବପ୍ରଥମେ ୦୧,୦୧, ୨୦୨୫, ମଙ୍ଗଳବାର ପାଇଁ ମକର ସଙ୍କ୍ରାନ୍ତିରୁ ଛୁଟି ଆରମ୍ଭ ହୋଇଥିବା ବେଳେ ଏହାପରେ ୨୩,୦୧,୨୦୨୫ ମଙ୍ଗଳବାର ସୁବାସ ଚନ୍ଦ୍ର ବୋସ ଜୟନ୍ତୀ, ବୀର ସୁରେନ୍ଦ୍ରସାଏ ଜୟନ୍ତୀ , ୨୬,୦୨,୨୦୨୫ ବୁଧବାର ମହାଶିବରାତ୍ରୀ, ୦୫,୦୩,୨୦୨୫ ବୁଧବାର ପଞ୍ଚାୟତିରାଜ ଦିବସ, ୧୪,୦୩,୨୦୨୫ ଶୁକ୍ରବାର ଦୋଳ ପୂର୍ଣ୍ଣମୀ, ୧୫,୦୩,୨୦୨୫ ଶନିବାର ହୋଲି, ୩୧,୦୩,୨୦୨୫ ସୋମବାର ଇଦୁଲ ଫିତର, ୦୧,୦୪,୨୦୨୫ ମଙ୍ଗଳବାର ଉତ୍କଳ ଦିବସ, ୧୪,୦୪,୨୦୨୫ ସୋମବାର ଓଡ଼ିଆ ନବବର୍ଷ ବା ମହାବିଷୁବ ସଂକ୍ରାନ୍ତି, ୧୮,୦୪,୨୦୨୫ ଶୁକ୍ରବାର ଗୁଡ୍ ଫ୍ରାଇଡେ, ୧୨,୦୫,୨୦୨୫ ସୋମବାର ବୁଦ୍ଧ ପୂର୍ଣ୍ଣମୀ ଏବଂ ରଘୁନାଥ ମୁର୍ମୁଙ୍କ ଜନ୍ମଜୟନ୍ତୀ, ୨୭,୦୫,୨୦୨୫ ମଙ୍ଗଳବାର ସାବିତ୍ରୀ ଅମାବାସ୍ୟା,
୦୭,୦୬,୨୦୨୫ ଶନିବାର ଇଦହୁଲ୍ ଜୁହାସ ୨୭,୦୬,୨୦୨୫ ଶୁକ୍ରବାର ରଥଯାତ୍ରା, ୧୫,୦୮,୨୦୨୫ ଶୁକ୍ରବାର ଜନ୍ମାଷ୍ଟମୀ ଏବଂ ସ୍ୱାଧିନତା ଦିବସ, ୨୭,୦୮,୨୦୨୫ ବୁଧବାର ଗଣେଶ ପୂଜା, ୨୮,୦୮,୨୦୨୫ ଗୁରବାର ନୂଆଖାଇ, ୦୫,୦୯,୨୦୨୫ ଶୁକ୍ରବାର ମହମ୍ମଦ ଜୟନ୍ତୀ, ୨୯,୦୯,୨୦୨୫ ସୋମବାରରୁ ୦୨,୧୦,୨୦୨୫ ଗୁରବାର ଦୂର୍ଗା ପୂଜା ସପ୍ତମୀରୁ ବିଜୟାଦଶମୀ ୪ଦିନ ଛୁଟି ୦୭,୧୦,୨୦୨୫ ମଙ୍ଗଳବାର କୁମାର ପୁର୍ଣ୍ଣମୀ, ୨୧,୧୦,୨୦୨୫ ମଙ୍ଗଳବାର ଦୀପାବଳି, ୦୫,୧୧,୨୦୨୫ ବୁଧବାର ରାହାସ ପୂର୍ଣ୍ଣମୀ, ୨୫,୧୨,୨୦୨୫ ଗୁରବାର ବଡ଼ଦିନ ଛୁଟି ।
ଅପସନାଲ ହଲିଡେ
୦୬,୦୧,୨୦୨୫ ସୋମବାର ଗୁରୁ ଗୋବିନ୍ଦ ସିଂ ଜୟନ୍ତୀ, ୨୮,୦୩,୨୦୨୫ ଶୁକ୍ରବାର ସବ୍ ଇ କ୍ୱଦର, ୧୯,୦୪,୨୦୨୫ ଶନିବାର ଇଷ୍ଟର ସଟରଡେ, ୨୨,୦୫,୨୦୨୫ ଗୁରବାର ରାଜା ରାମମୋହନ ରଏ ଜୟନ୍ତୀ, ୦୫,୦୭,୨୦୨୫ ଶନିବାର ବାହୁଡା ଯାତ୍ରା, ୩୧,୧୦,୨୦୨୫ ସୁକ୍ରବାର ଅଁଳା ନବମୀ, ୧୨,୧୧,୨୦୨୫ ବୁଧବାର ପ୍ରଥମାଷ୍ଟମୀ, ୨୪,୧୧,୨୦୨୫ ବୁଧବାର ଖ୍ରୀଷ୍ଟମାସ ଇଭି ।